|
|
| ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନାବଳୀ |
|
|
 |
I need software tools and technologies in my language.
But I don’t find the link for it on www.ildc.in.?
ପ୍ରଶ୍ନ - ମୋ ନିଜ ଭାଷାରେ ସଫ୍ଟବେୟାର ଉପକରଣ ଏବଂ ପ୍ରଦ୍ଯୋଗୀକି ତନ୍ତ୍ର(ଟେକ୍ନୋଲୋଜି) ମୋତେ ଆବଶ୍ୟକ । କିନ୍ତୁ ସେଥିପାଇଁ www.ildc.in ରେ ମୋତେ ଲିଙ୍କ ମିଳୁ ନାହିଁ ?
|
 |
I am unable to download the software from the website.
What is the solution to this problem?
ଉଏବ ସାଇଟରୁ ସଫ୍ଟବେୟାର ଡାଉନଲୋଡ କରିବାରେ ମୁଁ ଅସମର୍ଥ ହୋଇଛି । ଏହି ସମସ୍ୟାର ସମାଧାନ କଣ ?
|
 |
I am unable to install the software on my machine.
I have the CD with me ?
ମୋର ମେସିନରେ ମୁଁ ସଫ୍ଟବେୟାର ପ୍ରତିଷ୍ଠାପନ କରିବାରେ ଅସମର୍ଥ ହୋଇଛି । CD ମୋ ପାଖରେ ଅଛି ?
|
 |
I have registered my details on the website but I have
not yet received the CD. what could be the reason?
ଉଏବ ସାଇଟିରେ ମୁଁ ନିଜର ସଂପୂର୍ଣ୍ଣ ବିବରଣୀ ପଂଜିକୃତ କରେଇଛି, କିନ୍ତୁ ଏଯାଏଁ ମୋତେ CD ମିଳି ନାହିଁ । ଏହାର କରଣ କଣ ହୋଇ ପାରେ ?
|
 |
Is the CD Free of cost or I have to pay some money to
purchase these online or offline ?
ଅନ ଲାଇନ କିମ୍ବା ଅଫ୍ ଲାଇନ୍ CD ସଂପୂଣ୍ଣ ଭାବରେ ନିଃଶୁଳ୍କ ଉପଲବ୍ଧ କରାଯାଏ କିମ୍ବା ମୋତେ କିଛି ମୂଲ୍ୟ ଦେୟ କରିବାକୁ ହେବ ।
|
 |
What if i need any technical help in installing the
softwares in the CD?
ଯଦି ମୋତେ CDରୁ ସଫ୍ଟବେୟାର ପ୍ରତିଷ୍ଠାପନ(ଇନଷ୍ଟଲେସନ୍) କରିବା ବେଳେ ସାହାଯ୍ୟ ଦରକାର ପଡେ, ତେବେ ମୁଁ କଣ କରିବି ?
|
 |
I am unable to register on the website. What should I do ?
ଉଏବ ସାଇଟରେ ପଂଜୀକରଣ କରିବାରେ ମୁଁ ଅସମର୍ଥ ହୋଇଛି , ମୁଁ କଣ କରିବି ?
|
 |
I have operating systems other than windows and Linux.
Does these software work on my platform also?
ମୋ ପାଖରେ ଉଇଣ୍ଡୋ ଏବଂ ଲିନକ୍ସ ବ୍ୟତୀତ ଅନ୍ୟ ଅପରେଟିଙ୍ଗ ସିଷ୍ଟମ ଅଛି । ଏହି ସଫ୍ଟବେୟାର ମୋର ପ୍ଲାଟଫର୍ମରେ ମଧ୍ୟ କାମ କରିବ କି ?
|
 |
I see different list of contents for different languages.
What to do if I want a software/ utility which is present in other language but not in my language ?
ଭିନ୍ନ ଭାଷା ଗୁଡିକ ପାଇଁ ମୁଁ ଭିନ୍ନ ପ୍ରକାରର ସୂଚୀମାନ ଦେଖିଛି । ଯଦି ମୋତେ ଏମିତି ଏକ ସଫ୍ଟବେୟାର/ ଉପଯୋଗୀତା(ୟୁଟିଲିଟି) ଆବଶ୍ୟକ ଯାହାକି ଅନ୍ୟ ଭାଷାରେ ଉପଲବ୍ଧ ଥାଏ,
କିନ୍ତୁ ମୋର ଦରକାରୀ ଭାଷାରେ ନଥାଏ, ତେବେ ଏହି ପରିସ୍ଥିତିରେ ମୁଁ କଣ କରିବି ?
|
 |
What is Bharateeya Open Office ? What are its uses for a common man?
ଭାରତୀୟ ଓପନ ଅଫିସ୍ କାହାକୁ କୁହାଯାଏ ? ଜଣେ ସାଧାରଣ ବ୍ଯକ୍ତି ପାଇଁ ଏହାର ଉପଯୋଗୀତା କଣ ?
|
 |
What is Firefox?
ଫାୟାରଫକ୍ସ କାହାକୁ କୁହାଯାଏ ?
|
 |
What is Thunderbird?
ଥଣ୍ଡର୍ବର୍ଡ କାହାକୁ କୁହାଯାଏ ?
|
 |
What is PIDGIN ?
PIDGIN କାହାକୁ କୁହାଯାଏ ?
|
 |
What is Sunbird Calendar Application?
ସନ୍ବର୍ଡ କ୍ୟାଲେଣ୍ଡର ଆଫ୍ଲିକେସନ୍ କାହାକୁ କୁହାଯାଏ ?
|
 |
What is Scribus ?
କ୍ରାଇବସ୍ କାହାକୁ କୁହାଯାଏ ?
|
 |
What is Content Management System?
ସୂଚୀ ପ୍ରବନ୍ଧନ ପ୍ରଣାଳୀ( କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ) କାହାକୁ କୁହାଯାଏ ?
|
 |
Once I click on the desired language button,
the menu / contents are in the said language. However, since I intend to learn the language,
how one can proceed further to get the tools / technologies.
ଥରେ ଇଚ୍ଛିତ ଭାଷା ବଟନରେ କ୍ଲିକ କରିବା ପରେ, ମେନୁ/ ସୂଚୀଗୁଡିକ ସେହି ଭାଷାରେ ପ୍ରତୀତ ହୁଏ । ଯାହା ବି ହେଉ, ଯେହେତୁ ମୁଁ ଏହି ଭାଷାକୁ ଶିଖିବାକୁ ଚେଷ୍ଟା କରୁଛି,
କେମିତି ଜଣେ ଉପକରଣ(ଟୁଲସ୍)/ପ୍ରଦ୍ୟୋଗୀକି(ଟେକ୍ନୋଲୋଜି) ପ୍ରାପ୍ତ କରିବା ପାଇଁ ଅଗ୍ରସର ହୋଇ ପାରିବ ।
|
 |
I am a linguist and work as a Translator.
I want to be updated with the development in language technology area.
ମୁଁ ଜଣେ ଭାଷାତତ୍ବବିତ୍ତ ଏବଂ ଅନୁବାଦକ ଭାବରେ କାର୍ଯ୍ୟରତ ଅଟେ । ତେଣୁ ଭାଷା ପ୍ରୋଦ୍ୟୋଗୀକ କ୍ଷେତ୍ରରେ ଘଟିତ ବିକାଶ ବିଷୟରେ ଜାଣିବାକୁ ଇଚ୍ଛୁକ ଅଟେ ।
|
 |
Is Optical Character Recognition (OCR) available in all
the languages / scripts .
ଅପ୍ଟିକାଲ୍ କ୍ୟାରେକଟର ରେକଗ୍ନିସନ୍ (OCR) ସବୁ ଭାଷା/ଲିପିରେ ଉପଲବ୍ଧ କି ?
|
 |
Text To Speech in Hindi Software Tools is working well.
Do you have it for other languages also?
ହିନ୍ଦି ଭାଷାରେ ଟେକ୍ସଟ୍ ରୁ ସ୍ପିଚ୍(ଲିଖିତ ରୁ ଭାଷାକୁ) ସଫ୍ଟବେୟାର ଉପକରଣ ଉତ୍ତମ ଭାବେ କାର୍ଯ୍ୟ କରୁଅଛି । ଆପଣଙ୍କ ପାଖରେ ଅନ୍ୟ ଭାଷାଗୁଡିକ ପାଇଁ ମଧ୍ୟ ଏହି ସଫ୍ଟବେୟାର ଅଛି କି ?
|
 |
I have a problem in using the softwares.
Where I can get support ?
ସଫ୍ଟବେୟାରଗୁଡିକୁ ବ୍ୟବହାର କରିବାରେ ମୁଁ ସମସ୍ଯାର ସମ୍ମୁଖୀନ ହୋଇଛି । ମୋତେ ସାହାଯ୍ୟ କୋଉଠୁ ମିଳି ପାରିବ ?
|
 |
I find there are some errors in the text on this website.
How do I report these errors.
ଏହି ଉଏବସାଇଟରେ କେତେକ ତ୍ରୁଟି ମୋର ଦୃଷ୍ଟିଗୋଚର ହୋଇଅଛି । ସେହି ତ୍ରୁଟି ଗୁଡିକୁ କେମିତି ମୁଁ ଜଣାଇବି ।
|
 |
I want to translate some files from English to Indian Language.
I don’t see any software for the same?
ମୁଁ କେତେକ ଫାଇଲକୁ ଇଂଗ୍ରେଜୀ ଭାଷାରୁ ଭାରତୀୟ ଭାଷାରେ ଅନୁବାଦ କରିବାକୁ ଚାହେଁ । ଏହି ଉଦ୍ଦେଶ୍ୟରେ ମୁଁ କୌଣସି ସଫ୍ଟବେୟାର ଦେଖି ନାହିଁ ?
|
 |
Can I use these softwares and fonts in my product development and
to make my own commercial website?
ଏହି ସଫ୍ଟବେୟାର ଏବଂ ଫଣ୍ଟ ଗୁଡିକୁ ମୁଁ ମୋର ବ୍ୟବସାୟୀକ ଦ୍ରବ୍ୟ ବିକାଶ ନିମନ୍ତେ ଏବଂ ମୋର ବ୍ୟବସାୟୀକ ଉଏବ ସାଇଟର ନିର୍ମାଣ ନିମନ୍ତେ ଉପଯୋଗ କରିପାରିବି କି ?
|
 |
We are an organization and we want to use these software tools
for our daily office work. Can we get the training for the same?
ଆମେ ଏକ ସଂସ୍ଥା ଅଟୁ ଏବଂ ପ୍ରତିଦିନର କାର୍ଯ୍ୟାଳୟ କାର୍ଯ୍ୟ ନିମନ୍ତେ ଏହି ସଫ୍ଟବେୟାର ଉପକରଣଗୁଡିକୁ ବ୍ୟବହାର କରିବାକୁ ଚାହୁଁ, ଏହି ଉଦ୍ଦେଶ୍ୟରେ ଆମକୁ ପ୍ରଶିକ୍ଷଣ ମିଳି ପାରିବ କି ?
|
 |
Can I send emails in my language using the softwares in the CD?
CDରେ ଥିବା ସଫ୍ଟବେୟାରକୁ ଉପଯୋଗ କରି ମୁଁ ନିଜ ଭାଷାରେ ଇ-ମେଲ ପଠାଇ ପାରିବି କି ?
|
 |
I have registered on the website & lost the password?
ମୁଁ ଉଏବ ସାଇଟରେ ପଂଜୀକରଣ କରିଥିଲି କିନ୍ତୁ ପାସ୍ଉଆର୍ଡ(ଗୁପ୍ତଶବ୍ଦ) ଭୁଲିଗଲି ?
|
 |
I am residing outside India. How I can get the CD ?
ମୁଁ ଭାରତ ବାହାରେ ରହେ । କେମିତି ମୁଁ CD ପାଇ ପାରିବି ?
|
|
|
|
| |
| |
|
|
| |
 |
|
|
| |
 |
|
|
| |
 |
|
|
| |
 |
|
|
| |
 |
|
|
| |
 |
I am unable to register on the website. What should I do ?
ଉଏବ ସାଇଟରେ ପଂଜୀକରଣ କରିବାରେ ମୁଁ ଅସମର୍ଥ ହୋଇଛି , ମୁଁ କଣ କରିବି ? |
Ans: Please post the URL of the site you are trying to register, along
with the full error message to info@ildc.in. Also post the steps carried out while registering.
This will enable us to resolve issues, if any in registration page(s).
ଉତ୍ତର- ଆପଣ ପଂଜୀକୃତ କରିବାକୁ ଚେଷ୍ଟାକରୁଥିବା ଉଏବ ସାଇଟର URL ଦୟାକରି ପୋଷ୍ଟ କରିଦିଅନ୍ତୁ, ଏହା ସହିତ ଆସୁଥିବା ତ୍ରୁଟି ସଂଦେଶକୁ info@ildc.in କୁ ପୋଷ୍ଟ କରିଦିଅନ୍ତୁ ।
ଆଉ ମଧ୍ୟ ପଂଜୀକରଣ କରିବା ବେଳେ ଯେଉଁ ପାଦକ୍ରମ ଆପଣ ଅନୁସରଣ କରୁଛନ୍ତି ତାହା ମଧ୍ୟ ପୋଷ୍ଟ କରିଦିଅନ୍ତୁ । ଏହା ଆମକୁ , ପଂଜୀକରଣ ପୃଷ୍ଠା(ଗୁଡିକ)ରେ ଯଦି କୌଣସି ତ୍ରୁଟି ଥାଏ ତାହାକୁ ସମାଧାନ କରିବାରେ ସାହାଯ୍ୟ କରିବ ।
| |
| |
 |
|
|
| |
 |
|
|
| |
 |
What is Bharateeya Open Office ? What are its uses for a common man?
ଭାରତୀୟ ଓପନ ଅଫିସ୍ କାହାକୁ କୁହାଯାଏ ? ଜଣେ ସାଧାରଣ ବ୍ଯକ୍ତି ପାଇଁ ଏହାର ଉପଯୋଗୀତା କଣ ? |
Ans: The BharateeyaOO suite mainly consists of a word processor
application (Writer), a spreadsheet application (Calc), a presentation application (Impress),
a drawing application (Draw). The BharateeyaOO suite is the customized version of Open Office,
with all the menus, status bars, error messages, user prompts, etc. localized for Indian languages.
There is a Help menu in each of the BharateeyaOO applications, which contains help options in
Indian languages that can be used to take help on the various tools and commands of the application.
ଉତ୍ତର - ଭାରତୀୟOO ସୁଟରେ ମୂଖ୍ୟତଃ , ଏକ ଉଆର୍ଡ ପ୍ରୋସେସର ପ୍ରୟୋଗ(ଆପ୍ଲିକେସନ୍), ଏକ ସ୍ପ୍ରେଡସିଟ ଆପ୍ଲିକେସନ୍(କାଲ୍କ), ଏକ ଉପସ୍ଥାପନା(ପ୍ରେଜେଣ୍ଟେସନ୍) ଆପ୍ଲିକେସନ୍ (ଇମ୍ପ୍ରେସ୍),
ଏକ ଚିତ୍ରାଙ୍କନ ଆପ୍ଲିକେସନ୍(ଡ୍ର) ଅନ୍ତର୍ଭୂକ୍ତ ଅଟନ୍ତି । ଭାରତୀୟ OO ସୁଟ ଓପନ ଅଫିସର ବ୍ୟବସ୍ଥାପକ ଭାଷାନ୍ତର ଅଟେ, ଏଥିରେ ସମସ୍ତ ମେନୁ, ସ୍ଟେଟସ ବାର(ସ୍ଥିତି ଦଣ୍ଡ), ତ୍ରୁଟି ସଂଦେଶ,
ଉପଯୋଗକର୍ତ୍ତା ପ୍ରମ୍ପଟସ୍ ଇତ୍ୟାଦି ଭାରତୀୟ ଭାଷାଗୁଡିକ ପାଇଁ କ୍ଷେତ୍ରୀୟୀକୃତ କରାଯାଇଛି । ଭାରତୀୟOOର ପ୍ରତିଟି ପ୍ରୟୋଗରେ(ଆପ୍ଲିକେସନ୍) ଗୋଟିଏ ସାହାଯ୍ୟ ମେନୁ ରହିଅଛି,
ଯେଉଁଥିରେ ସାହାଯ୍ୟ ବିକଳ୍ପଗୁଡିକ ଭାରତୀୟ ଭାଷାରେ ରହିଅଛି, ଯେଉଁଗୁଡିକର ସାହାଯ୍ୟ ଆପଣ ଆପ୍ଲିକେସନ୍ର ବିବିଧ ଉପକରଣ ଏବଂ ଆଦେଶଗୁଡିକୁ ବ୍ୟବହାର କରିବା ପାଇଁ ନେଇ ପାରିବେ ।
| |
| |
 |
What is Firefox?
ଫାୟାରଫକ୍ସ କାହାକୁ କୁହାଯାଏ ? |
Ans: Developed by Mozilla, Firefox is a free, open-source, web browser for Windows, Linux, and Mac OS X.
You can download the latest version from the Firefox web page. Indian language Localized version of
Firefox is included in each language CD.
ଉତ୍ତର - ମୋଜିଲା ଦ୍ବାରା ବିକଶିତ, ଉଇଣ୍ଡୋ, ଲିନକ୍ସ ଏବଂ ମ୍ୟାକ OSX ନିମନ୍ତେ ଫାୟାରଫକ୍ସ ଏକ ନିଃଶୁଳ୍କ, ଓପନ ସୋର୍ସ, ଉଏବ ବ୍ରାଉଜର ଅଟେ ।
ଆପଣ ଅତ୍ୟାଧୁନିକ ଭାଷାନ୍ତର ଫାୟାରଫକ୍ସ ଉଏବ ପୃଷ୍ଠାରୁ ଡାଉନ୍ଲୋଡ କରିପାରିବେ । ଫାୟାରଫକ୍ସର ଭାରତୀୟ ଭାଷା କ୍ଷେତ୍ରୀୟୀକୃତ ଭାଷାନ୍ତର ପ୍ରତ୍ୟେକ ଭାଷା CDରେ ରହିଅଛି ।
| |
| |
 |
What is Thunderbird?
ଥଣ୍ଡର୍ବର୍ଡ କାହାକୁ କୁହାଯାଏ ? |
Ans: Thunderbird is a free, open-source and cross-platform mail client for
most operating systems including, but not limited to, Windows, Linux and Macintosh. It is based on
the Mozilla codebase. It is a robust and easy to use client, similar to competing products like
Outlook Express, but with some major advantages such as junk mail classification. Localized version
of Thunderbird is included in each language CD.
ଉତ୍ତର - ଥଣ୍ଡର୍ବର୍ଡ ଏକ ନିଃଶୁଳ୍କ, ଓପନ ସୋର୍ସ ଏବଂ ବିବିଧ ପ୍ଲାଟଫର୍ମରେ ଉପଯୋଗୀ ମେଲ କ୍ଲାଏଣ୍ଟ ଅଟେ, ଯାହାକି ଅଧିକାଂଶ ଅପରେଟିଙ୍ଗ ସିଷ୍ଟମରେ କାମ କରେ, କେବଳ ଉଇଣ୍ଡୋ,
ଲିନକ୍ସ କିମ୍ବା ମ୍ୟାକିନଟସ ପାଇଁ ସୀମିତ ନୁହେଁ । ଏହା ମୋଜିଲା କୋଡ଼ବେସ୍ ଉପରେ ଆଧାରିତ । ଏହା ଏକ ରୋବୁଷ୍ଟ ଏବଂ ସହଜ ଉପଯୋଗୀ କ୍ଲାଏଣ୍ଟ ଅଟେ, ଯାହାକି ପ୍ରତିଯୋଗୀ ଉତ୍ପାଦକ ଯେମିତି କି ଆଉଟଲୁକ୍
ଏକ୍ସପ୍ରେସ ସହିତ ସମାନ ଭାବରେ କାର୍ଯ୍ୟକ୍ଷମ ଅଟେ, କିନ୍ତୁ ଏଥିରେ କେତେକ ମୂଖ୍ୟ ଉପକାରିତା ଗୁଡିକ ରହିଅଛି; ଯେମିତି କି ଜଙ୍କ ମେଲ ଭିନ୍ନକରଣ ଆଦି । ପ୍ରତ୍ଯେକ ଭାଷା CD ସହିତ ଥଣ୍ଡର୍ବର୍ଡର କ୍ଷେତ୍ରିୟୀକୃତ
ଭାଷାନ୍ତର ଅନ୍ତର୍ଭୂକ୍ତ କରାଯାଇଛି ।
| |
| |
 |
What is PIDGIN ?
PIDGIN କାହାକୁ କୁହାଯାଏ ? |
Ans: Pidgin is an easy to use and free chat client used by millions.
You can Connect to AIM, MSN, Yahoo, and more chat networks all at once. Indian language Localized
version of PIDGIN is included in each language CD.
ଉତ୍ତର - PIDGIN ଏକ ବ୍ୟବହାର କରିବାରେ ସହଜ ଏବଂ ନିଃଶୁଳ୍କ ଚାଟ(କଥାବାର୍ତ୍ତା) କ୍ଲାଏଣ୍ଟ ଅଟେ, ଯାହାକୁ ଲକ୍ଷ ଲକ୍ଷ ଲୋକ ବ୍ୟବହାର କରନ୍ତି । ଆପଣ AIM, MSN, ୟାହୁ,
ଏମିତି ଅନ୍ୟ କେତେକ ଚାଟ ନେଟଉଆର୍କ ସହିତ ଏକ ସମୟରେ ସଂଯୋଗ କରିପାରନ୍ତି । ପ୍ରତ୍ଯେକ ଭାଷା CDରେ PIDGINର କ୍ଷେତ୍ରିୟୀକୃତ ଭାଷାନ୍ତର ଅନ୍ତଭୂକ୍ତ କରାଯାଇଛି ।
| |
| |
 |
What is Sunbird Calendar Application?
ସନ୍ବର୍ଡ କ୍ୟାଲେଣ୍ଡର ଆଫ୍ଲିକେସନ୍ କାହାକୁ କୁହାଯାଏ ? |
Ans: Mozilla Sunbird is a cross-platform calendar application, built upon Mozilla Toolkit.
The goal is to provide the users with full-featured and easy to use calendar application
that you can use around the world. It's entirely standalone: it doesn't require the
bulk of another application, but doesn't offer any integration into other programs.
Localized version of Mozilla Sunbird is included in each language CD.
ଉତ୍ତର - ମୋଜିଲା ସନ୍ବର୍ଡ ଏକ କ୍ରସ ପ୍ଲାଟଫର୍ମ କ୍ୟାଲେଣ୍ଡର ଆପ୍ଲିକେସନ୍ ଅଟେ, ଯାହାକୁ କି ମୋଜିଲା ଟୁଲ କିଟ ଉପରେ ଆଧାର କରି ନିର୍ମାଣ କରାଯାଇଛି ।
ଏହାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଉପଯୋଗକର୍ତ୍ତାଙ୍କୁ ପୂର୍ଣ୍ଣ ବୌଶିଷ୍ଟ୍ୟଯୁକ୍ତ ଏବଂ ସହଜରେ ଉପଯୋଗ ହୋଇ ପାରୁଥିବା କ୍ୟାଲେଣ୍ଡର ଆଫ୍ଲିକେସନ୍ ଯୋଗାଇ ଦେବା ।
ଯାହାକୁ ଆପଣ ସଂପୂର୍ଣ୍ଣ ବିଶ୍ବରେ ବ୍ୟବହାର କରିପାରିବେ । ଏହା ସଂପୂର୍ଣ୍ଣ ଭାବରେ ସ୍ବତଃସଂପୂର୍ଣ୍ଣ(ସ୍ଟାଣ୍ଡଏଲୋନ) ପ୍ରୟୋଗ ଅଟେ, ଅନ୍ୟ ପ୍ରୟୋଗର ସମୂହ ଏହା ଆବଶ୍ୟକ କରେ ନାହିଁ,
କିନ୍ତୁ ଅନ୍ୟ ପ୍ରୋଗ୍ରାମରେ କୌଣସି ପ୍ରକରାର ଏକତ୍ରୀକରଣ (ଇଣ୍ଟିଗ୍ରେସନ୍) ପ୍ରଦାନ କରେ ନାହିଁ । ପ୍ରତ୍ୟେକ ଭାଷା CDରେ କ୍ଷେତ୍ରିୟୀକୃତ ମୋଜିଲା ସନ୍ବର୍ଡ ଅନ୍ତର୍ଭୂକ୍ତ କରାଯାଇଛି ।
| |
| |
 |
What is Scribus ?
କ୍ରାଇବସ୍ କାହାକୁ କୁହାଯାଏ ? |
Ans: Scribus is an open-source program that brings award-winning professional page layout to
Linux/Unix, MacOS X, OS/2 and Windows desktops with a combination of "press-ready" output and new
approaches to page layout. Underneath the modern and user friendly interface, Scribus supports
professional publishing features, such as CMYK color, separations, ICC color management and
versatile PDF creation. Indian language Localized version of Scribus is included in each
language CD.
ଉତ୍ତର - ସ୍କ୍ରାଇବସ୍ ଏକ ଓପନ ସୋର୍ସ ପ୍ରୋଗ୍ରାମ ଅଟେ, ଯାହାକି ଲିନକ୍ସ/ୟୁନିକ୍ସ, ମ୍ୟାକOS X, OS/2 ଏବଂ ଉଇଣ୍ଡୋ ଡେସ୍କଟପ ଗୁଡିକରେ ପୁରସ୍କାର-
ବିଜୟୀ ବ୍ୟବସାୟୀକ ପୃଷ୍ଠା ବିରଚନା ସୃଷ୍ଟି କରିଅଛି, ଯେଉଁଥିରେ ପ୍ରେସ-ରେଡି( ଦବାଇବାରେ-ପ୍ରସ୍ତୁତ) ଆଉଟପୁଟ ଏବଂ ପୃଷ୍ଠା ବିରଚନାରେ ନୁଆ ଆଭିମୁଖ୍ୟର ସଂଯୁକ୍ତିକରଣ ରହିଅଛି ।
ଆଧୁନିକ ଏବଂ ଉପଯୋଗକର୍ତ୍ତା ସହଯୋଗୀ ଇଣ୍ଟରଫେସ ଅନ୍ତର୍ଗତ,ସ୍କ୍ରାଇବସ୍ ବ୍ୟବସାୟୀକ ପ୍ରକାଶନ ବିଶେଷତାଗୁଡିକୁ ମଧ୍ୟ ସମର୍ଥନ କରେ, ଯେମିତି କି CMYK ରଙ୍ଗ, ପୃଥକୀକରଣ,
ICC ରଙ୍ଗ ପ୍ରବନ୍ଧନ ଏବଂ ବିବିଧ ପ୍ରକାରର PDF ସୃଷ୍ଟି ଆଦି । ପ୍ରତ୍ଯେକ ଭାଷା CDରେ ସ୍କ୍ରାଇବସ୍ର କ୍ଷେତ୍ରିୟୀକୃତ ଭାଷାନ୍ତର ଅନ୍ତର୍ଭୂକ୍ତ କରାଯାଇଛି ।
| |
| |
 |
What is Content Management System?
ସୂଚୀ ପ୍ରବନ୍ଧନ ପ୍ରଣାଳୀ( କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ) କାହାକୁ କୁହାଯାଏ ? |
Ans: Content Management System is a generic, extensible, process-driven
software based framework for establishing Community Information Systems (CIS) or Social
Information Systems (SIS) in the form of E-Communities. It provides a platform for creating,
using, and sharing information among and across the members of E-Communities. Indian language
Localized version of CMS is included in each language CD.
ଉତ୍ତର - ସୂଚୀ ପ୍ରବନ୍ଧନ ପ୍ରଣାଳୀ ଇ- ସମାଜର ଗଠନରେ ସାମାଜିକ ସୂଚନା ପ୍ରଣାଳୀ(SIS) କିମ୍ବା ସମାଜ ସୂଚନା ପ୍ରଣାଳୀ ସଂସ୍ଥାପନ(CIS) ପାଇଁ ଏକ ବର୍ଗୀୟ(ଜେନେରିକ୍), ବସ୍ତାରଯୋଗ୍ୟ,
ପ୍ରୋସେସ୍-ପ୍ରେରିତ ସଫ୍ଟବେୟାର ଆଧାରିତ ଫ୍ରେମଉଆର୍କ ଅଟେ । ଏହା ଏକ ସ୍ଥାପନସ୍ଥାନ(ପ୍ଲାଟଫର୍ମ) ଯୋଗାଇ ଦିଏ, ଯାହା ଦ୍ବାରା ଇ-ସମାଜର ସଦସ୍ୟଙ୍କ ସହିତ ସେମାନଙ୍କ ଭିତରେ କିମ୍ବା ଅନ୍ୟ ସ୍ଥାନଗୁଡିକରେ ସୂଚନା ସୃଷ୍ଟି କରିବା,
ଉପଯୋଗ କରିବା କିମ୍ବା ବାଣ୍ଟିବା ପରି କାର୍ଯ୍ୟ କରିପାରେ । ପ୍ରତ୍ୟେକ ଭାଷା CDରେ CMSର କ୍ଷେତ୍ରିୟୀକୃତ ଭାଷାନ୍ତର ଅନ୍ତର୍ଭୂକ୍ତ କରାଯାଇଛି ।
| |
| |
 |
|
|
| |
 |
|
|
| |
 |
|
|
| |
 |
|
|
| |
 |
|
|
| |
 |
|
|
| |
 |
|
|
| |
 |
|
|
| |
 |
|
|
| |
 |
|
|
| |
 |
|
|
| |
 |
|
|
| |
 |
| | |